Chapter 3
Tables Creation, Page Layout & Margins (ଟେବୁଲ୍ ପ୍ରସ୍ତୁତି ଏବଂ ପେଜ୍ ସେଟଅପ୍)
Create rows, columns, split and merge table cells, format borders, set A4 page margins, orientations, and headers/footers.
ଟେବୁଲ୍ କ'ଣ? (Tables in MS Word)
କୌଣସି ତଥ୍ୟ ବା ତାଲିକାକୁ ଧାଡ଼ି (Rows) ଏବଂ ସ୍ତମ୍ଭ (Columns) ଆକାରରେ ସଜାଇ ରଖିବାକୁ Table କୁହାଯାଏ। ଉଦାହରଣ ସ୍ୱରୂପ: ଛାତ୍ରଛାତ୍ରୀଙ୍କ ମାର୍କସିଟ୍, ଦରମା ତାଲିକା ଇତ୍ୟାଦି। ଏହା Insert Tab -> Table ରେ ମିଳିଥାଏ।
ପ୍ରମୁଖ ପେଜ୍ ସେଟଅପ୍ ବିକଳ୍ପ (Page Setup):
Orientation: Portrait (ଲମ୍ବାଳିଆ) କିମ୍ବା Landscape (ଚଉଡ଼ାଳିଆ)।
Margins: Normal (1 inch ଚାରିପାଖେ), Narrow (0.5 inch)।
Paper Size: ସରକାରୀ ଓ ଅଫିସ୍ କାମ ପାଇଁ ସବୁବେଳେ A4 Size ବଛାଯାଏ।
Hands-on Laboratory Procedures & Shortcuts
Follow the steps below to practice directly on your computer.
ଟେବୁଲ୍ ତିଆରି କରିବାର ପ୍ରଣାଳୀ:
- ଉପର ମେନୁରୁ Insert Tab କୁ ଯାଆନ୍ତୁ।
- Table ଉପରେ କ୍ଲିକ୍ କରି ୫ଟି Columns ଏବଂ ୪ଟି Rows ବାଛନ୍ତୁ।
- ଗୋଟିଏ ଘରୁ ଅନ୍ୟ ଘରକୁ ଯିବା ପାଇଁ କୀବୋର୍ଡର Tab କୀ ବ୍ୟବହାର କରନ୍ତୁ।
- ଦୁଇଟି ଘରକୁ ଏକାଠି କରିବା ପାଇଁ ସେମାନଙ୍କୁ ସିଲେକ୍ଟ କରି ରାଇଟ୍ କ୍ଲିକ୍ କରନ୍ତୁ ଏବଂ Merge Cells ବାଛନ୍ତୁ।
Watch the video class above while following along with the practical exercises.
Key Summary & Revision Bullet Points
Quick cheat-sheet to review before online examinations.
- Row ଏବଂ Column ର ମିଳନ ସ୍ଥଳକୁ Cell (ଘର) କୁହାଯାଏ।
- ଟେବୁଲର ଶେଷ ଘରେ Tab ଦବାଇଲେ ନୂଆ ଧାଡ଼ି (Row) ଯୋଡ଼ି ହୋଇଥାଏ।
Frequently Asked Viva & Exam Questions
Review these standard questions frequently asked in diploma exams and job interviews.
Answer: Header ପ୍ରତ୍ୟେକ ପୃଷ୍ଠାର ଉପରେ (ଯଥା: ସଂସ୍ଥାର ନାମ) ଏବଂ Footer ପ୍ରତ୍ୟେକ ପୃଷ୍ଠାର ତଳେ (ଯଥା: Page Number, ତାରିଖ) ସ୍ୱୟଂଚାଳିତ ଭାବେ ଦେଖାଇବା ପାଇଁ ବ୍ୟବହାର ହୁଏ।
Interactive Chapter Quiz
Test your mastery immediately! Click an option to see instant answer feedback.
Quiz questions for this chapter will be available shortly.